ଭୁବନେଶ୍ୱର: କିଟ୍ କାଣ୍ଡକୁ ନେଇ କର୍ତ୍ତୁପକ୍ଷଙ୍କୁ ଏନ୍ଏଚ୍ଆର୍ସି ଦାୟୀ କରିବା ପ୍ରସଙ୍ଗ । ଅତ୍ୟକ୍ତ ସ୍ପର୍ଶକାତର ଘଟଣା କହିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଅନୁସାରେ ଯଥୋଚିତ ପଦକ୍ଷେପ ନିଆଯିବ । କୌଣସି ଜାଗାରେ ବି ଆଇନର ଗଳା ବାଟ ରହିବ ନାହିଁ । ଯାହା କରାଯିବା କଥା ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । ଏନ୍ଏଚ୍ଆର୍ସିଙ୍କ ମନ୍ତବ୍ୟ ଆଧାରରେ ସରକାର ଆଗକୁ ପଦକ୍ଷେପ ନେବେ ।