27.1 C
Bhubaneswar
Tuesday, June 24, 2025
Homeଓଡିଶାଅଦିନିଆ ରଥଯାତ୍ରା କଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ  

ଅଦିନିଆ ରଥଯାତ୍ରା କଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ  

ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ତାଗିଦ କରିଛନ୍ତି । ଅଦିନିଆ ରଥଯାତ୍ରା କଲେ  ଆଇନଗତ ପଦକ୍ଷେପ  ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି ।  ଗଜପତି ମହାରାଜ ପତ୍ର ଲେଖି ସାରିଛନ୍ତି ।  ନୂାପଡାରେ ତାଗିଦ ପରେ ଯାତ୍ରା ବନ୍ଦ କରିଛନ୍ତି । ତ୍ରୁଟି ବିଚ୍ୟୁତ ହେଲେ କାଯ୍ୟାନୁଷ୍ଠାନ ହେବ । ଇସ୍କନ  ବି ନମାନିଲେ ପଦେକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking