24.1 C
Bhubaneswar
Sunday, December 7, 2025
Homeଓଡିଶାତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ଓପିଆରବି ଅଧ୍ୟକ୍ଷ

ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ: ଓପିଆରବି ଅଧ୍ୟକ୍ଷ

ଭୁବନେଶ୍ୱର: ଜରୁରୀ ବୈଠକ ପରେ ଓପିଆରବି  ଅଧ୍ୟକ୍ଷ ସୁଶାନ୍ତ ନାଥ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ  ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ  ନିଆଯିବ । ସଠିକ ସମୟରେ ସ୍ୱଚ୍ଛ ଭାବେ ପରୀକ୍ଷା ହେବ କହିଲେ ଓପିଆରବି ଅଧ୍ୟକ୍ଷ ।  ପୋଲିସ ଏସଆଇ ଚାକିରି ମହାଘୋଟାଲା ନେଇ ଚାଲିଛି ଖୋଳତାଡ । ଏନେଇ ଓପିଆରବି ଅଧ୍ୟକ୍ଷ  ସୁଶାନ୍ତ ନାଥ ଜରୁରୀ ବୈଠକ ଡାକିଥିଲେ । ବୈଠକରେ ଓପିଆରବି କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking