19.1 C
Bhubaneswar
Tuesday, February 10, 2026
Homeଓଡିଶାଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ

ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଧାନକିଣାରେ ଅନିୟମିତତା ଓ ଅବଦେଳା ପ୍ରସଙ୍ଗ । ୨ ଜଣ ସମବାୟ ସମିତି କର୍ମଚାରୀ ବହିଷ୍କୃତ । ଜଣେ ନିୟନ୍ତ୍ରିତ ବଜାର କମିଟି ସଦସ୍ୟ ବହିଷ୍କୃତ । ୫ ଜଣ ସମବାୟ ସମିତି କର୍ମଚାରୀ ନିଲମ୍ବିତ । ୬ ଜଣ ସମବାୟ ସମିତି ଧାନକ୍ରୟ ଅଧିକାରୀଙ୍କୁ ଅବ୍ୟାହତି । ଜଣେ ମର୍କେଟିଂ ଇନ୍ସପେକ୍ଟରଙ୍କୁ ନିଲମ୍ବିତ । ଜଣେ ସପ୍ଲାଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ । ୯ଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୮ ଟି ଧାନ ବୋଝେଇ ଗାଡିକୁ ଜବତ କରାଯାଇଛି । ଗୃହରେ ଉତ୍ତର ରଖିଲେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking