27.1 C
Bhubaneswar
Monday, December 8, 2025
Homeଓଡିଶାକଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ

କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ

ପୁର: କଟକଣା ନମାନି ରଥ ଉପରକୁ ମେବାଇଲ ନେବା ପ୍ରସଙ୍ଗ । ସମ୍ପୃକ୍ତ ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସିଂହଦ୍ୱାର ଥାନାକୁ ଚିଠି ଲେଖିଲା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ । ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା । କିଛି ସେବାୟତ ମୋବାଇଲ ନେଇଥିବା ନଜର ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking