19.1 C
Bhubaneswar
Friday, February 6, 2026
Homeଓଡିଶାଏସିଡିମାଡ ଧମକ: ବନ୍ଧା ହେଲେ ଯୁବକ

ଏସିଡିମାଡ ଧମକ: ବନ୍ଧା ହେଲେ ଯୁବକ

ଭୁବନେଶ୍ୱର: ଏସିଡିମାଡ ଧମକ ଦେଇ ଯୁବକ ଗିରଫ । ଜଣେ ଯୁବତୀଙ୍କୁ ଏସିଡି ମାଡର ଧମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏକତରଫା ପ୍ରେମ ପରେ ଦେଇଥିଲେ ଧମକ । ଏସିଡି ମାଡ ପାଇଁ ଆସିଥିବା ବେଳେ କାବୁ କରିଥିଲେ ଲୋକେ । ଅଭିଯଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking