27.1 C
Bhubaneswar
Friday, December 12, 2025
Homeଓଡିଶା୨୪ ବର୍ଷ ଦୁର୍ନୀତିର ହିସାବ ଦିଅନ୍ତୁ: ପୃଥ୍ୱୀରାଜ

୨୪ ବର୍ଷ ଦୁର୍ନୀତିର ହିସାବ ଦିଅନ୍ତୁ: ପୃଥ୍ୱୀରାଜ

ଭୁବନେଶ୍ୱର: ଏସଆଇ ପରୀକ୍ଷା ନେଇ ବିଜେଡିର ଅଭିଯୋଗ ଉପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ । କହିଛନ୍ତି,  ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ଉତ୍ତର ଆଗ ବିଜେଡି ଦେଉ । ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ ଦୁର୍ନୀତି ହେଉଥିଲା । ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢିଲେ ହିଁ ଚାକିରି ନିଶ୍ଚିତ ମିଳୁଥିଲା । ବିଜେଡି ୨୪ ବର୍ଷ ଶାସନର ଆତ୍ମସମୀକ୍ଷା କରୁ, ତାପରେ ସମାଲୋଚନା କରିବ । ତେବେ ଯାହାର ବି ସଂପୃକ୍ତି ଥିବ , ଯେତେ ବଡ ଲୋକ ହୋଇଥାଆନ୍ତୁ, ଦଣ୍ଡିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking