20.1 C
Bhubaneswar
Sunday, December 7, 2025
Homeଓଡିଶାଭୁଲ ଡିପିଆର ଯୋଗୁଁ ଦୁର୍ଘଟଣା: ଗଡକାରୀ

ଭୁଲ ଡିପିଆର ଯୋଗୁଁ ଦୁର୍ଘଟଣା: ଗଡକାରୀ

ଭୁବନେଶ୍ୱର: ବଢୁଥିବା ସଡକ ଦୁର୍ଘଟଣାକୁ ନେଇ  ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ଉଦବେଗ ପ୍ରକାଶ କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସଡକ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ କହିଲେ ଗଡକରୀ । ଦୁର୍ଘଟଣାରେ  ଦୈନିକ ୪୨୦ ଜଣଙ୍କ ମୃତ୍ୟୁ  ହୋଇଛି । ୬୬ ପ୍ରତିଶତ ୧୮ରୁ ୩୬ ବର୍ଷ ବୟସର । ସଡକ  ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ , ରୋଡ ଇଞ୍ଜିନିୟରିଂରେ  ତ୍ରୁଟି ହେବାକୁ  ଦେବାନି । ଡିପିଆରରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟେ । ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରିନଥାଉ ।  ଭୁସ୍ଖଳନ ସ୍ଥାନ ଓ ବ୍ଲାକ ସ୍ପଟ ଚିହ୍ନଟ କରନ୍ତୁ, ସଡକ ସୁରକ୍ଷାକୁ  ଗୁରୁତ୍ୱ ଦିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking