19.1 C
Bhubaneswar
Friday, December 12, 2025
Homeଓଡିଶାଦୁର୍ଘଟଣା : ୮ ମାସରେ ୩, ୭୧୭ ମୃତ

ଦୁର୍ଘଟଣା : ୮ ମାସରେ ୩, ୭୧୭ ମୃତ

ଭୁବନେଶ୍ୱର : ଦୁର୍ଘଟଣାରେ ୮ ମାସରେ ମଲେଣି ୩, ୭୧୭ ଲୋକ । ଜୁନ ୨୦୨୪ରୁ ୨୦୨୫ ଆଜି ସୁଦ୍ଧା ୩, ୭୧୭ ଜଣଙ୍କ ମୃତ୍ୟୁ ହୋଇଛି ।  ଜୁନ ୨୦୨୪ରୁ ଆଜି ପଯ୍ୟନ୍ତ ରାଜ୍ୟରେ ୬, ୩୨୭ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୪୦୧ ଜଣ ଗୁରୁତର ହୋଇଛନ୍ତି । ୯୧୮ଟି ଦ୍ରୁଟ ଗତିରେ ଗାଡି ଚାଳନା ପାଇଁ ଦୁର୍ଘଟଣା  ଘଟିଛି । ୧୦୫୨ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଛି । ୪୬ଟି ମଦ୍ୟପାନ କରି ଗାଡି ଚଳାଇବାରୁ ଦୁର୍ଘଟଣା ଘଟିଛି । ଅନ୍ୟାନ୍ୟ କାରଣ ଯୋଗୁଁ ୪, ୬୭୭ଟି ଦୁର୍ଘଟଣା ଘଟିଛି । ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking