26.1 C
Bhubaneswar
Thursday, September 19, 2024
Homeଓଡିଶାଭସାଣିବେଳେ ଅଘଟଣ : ଭାଗିଗଲେ ୪ ଛାତ୍ର

ଭସାଣିବେଳେ ଅଘଟଣ : ଭାଗିଗଲେ ୪ ଛାତ୍ର

ବାରିପଦା : ଗଣେଶ ଭସାମି ସମୟରେ ବଡ ଅଘଟଣ ଘଟିଛି । ମୂର୍ତ୍ତି ବିସର୍ଜନ ସମୟରେ ଭାସିଗଲେ ୪ ଛାତ୍ର । ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଅନ୍ୟ ଦୁଇ ଜଣ ଭାସିଯାଇ ନିଖୋଜ ହୋଇଥିବାସ ସୂଚନା ମିଳିଛି । ଲକ୍ଷ୍ମୀପୋଷ ନିକଟ ସୁବର୍ଣ୍ଣରେଖା କେନାଲରେ ଭାସିଗଲେ । ଦୁଇ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ପ୍ରୟାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking