24.1 C
Bhubaneswar
Tuesday, February 10, 2026
Homeଓଡିଶାଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଡ୍ରାଇଭର ଗୁରୁତର

ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଡ୍ରାଇଭର ଗୁରୁତର

ବାଲେଶ୍ୱର: ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ଏଥିରେ ଜଣେ  ଅଶ୍ବିନୀ ହୋଇଥିବା ବେଳେ   ଡ୍ରାଇଭର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  l ନୀଳଗିରି ଅଞ୍ଚଳରୁ ଯାତ୍ରା ତୁଳସୀ ଗଣନାଟ୍ୟ ପଡ଼ିଥିବା ବେଳେ ଯାତ୍ରା ସାରି ନିଜ କାରରେ ଅଶ୍ବିନୀ ଭୁବନେଶ୍ୱର ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ କାର ସହିତ ଟ୍ରକର ମୁଁହାମୁଁହିଁ ଧକ୍କା ହୋଇଛି।ଏହାଫଳରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥା ଡ୍ରାଇଭର ସୋମନାଥ ଦାସଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି l ଅଶ୍ୱନୀଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking