21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭେଲୋରରେ ଦୁର୍ଘଟଣା: ୩ ମୃତ, ଜଣେ ଆହତ

ଭେଲୋରରେ ଦୁର୍ଘଟଣା: ୩ ମୃତ, ଜଣେ ଆହତ

ଭେଲୋର: ଚେନ୍ନାଇରେ କୋନାଭଟ୍ଟମ୍ ବ୍ରିଜ୍ ନିକଟ ବେଙ୍ଗାଲୁରୁ ଜାତୀୟ ରାଜପଥରେ ଦୁର୍ଘଟଣ ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ର ସୂଚନା ଅନୁଯାଇ , ଆଜି ୩ .୪୫ ସମୟରେ ଏହି ଦୁର୍ଘଟଣ ଘଟିଛି। ଚାରିଜଣ ଯୁବକ ଜିପ୍‌ରେ ବାଙ୍ଗାଲୋର ଯାତ୍ରା କରୁଥିଲେ, ଯାହା ପ୍ରଥମେ ଭାରସାମ୍ୟ ହରାଇ ରାଜପଥରେ ବ୍ୟାରିକେଡକୁ ଧକ୍କା ଦେଇଥିଲା। ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆଡୁକମ୍ପାରାଇର ଭେଲୋର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନା ଯିବା ବାଟରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ଜଣେ ବ୍ୟକ୍ତି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତକଙ୍କ ପରିଚୟ ପୋଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନଥିବା ବେଳେ । ଅଧିକ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking