ପଟାଙ୍ଗୀ: କଣ୍ଟେନର ଦୁର୍ଘଟଣାରେ ୪୫ ଗୋରୁ ମୃତ । କଣ୍ଟେନରରେ ଗୋଚାଲାଣ ହେଉଥବା ନେଇ ଅଭିଯୋଗ । ସୁଙ୍କି ଘାଟି ଯୋଡିମାଦିଲି ନିକଟରେ ଦୁର୍ଘଟଣା ଘଟିଛି । ନବରଙ୍ଗପୁରରୁ ଆନ୍ଧ୍ରର ଆନାପୁରମ ହାଟକୁ ହେଉଥିଲା ଗୋରୁ ଚାଲାଣ । ଘଟଣାସ୍ଥଳରେ ପୋଲିସସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।