13.1 C
Bhubaneswar
Sunday, December 7, 2025
Homeଓଡିଶାଦୁର୍ଘଟଣା: ୯ମ ଶ୍ରେଣୀ ଛାତ୍ର ମୃତ , ୧୦ମ ଶ୍ରେଣୀ ଛାତ୍ର ଗୁରୁତର

ଦୁର୍ଘଟଣା: ୯ମ ଶ୍ରେଣୀ ଛାତ୍ର ମୃତ , ୧୦ମ ଶ୍ରେଣୀ ଛାତ୍ର ଗୁରୁତର

ସୁବର୍ଣ୍ଣପୁର   :  ଦୁର୍ଘଟଣାରେ  ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ମ ଶ୍ରେଣୀ ଛାତ୍ର ଗୁରୁତର  ଅଛନ୍ତି । ସୁବଣ୍ଣପୁର ଜିଲ୍ଲା ମେଟାକାନି ଛକରେ ଅଜଣାଗାଡି ବାଇକକୁ  ପିଟିଛି  ା ଘଟଣାର ତଦନ୍ତ କରୁଛି  ବୀରମହାରାଜପୁର ଥାନା ପୋଲିସ । ପୂଜାରେ ସ୍କୁଲକୁ ବାଇକ ନେଇ ଆସିଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା  ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking