21.1 C
Bhubaneswar
Wednesday, February 4, 2026
Homeଓଡିଶାଡୁବୁରୀ ଛକରେ ଦୁର୍ଘଟଣା: ଜଣେ ମୃତ

ଡୁବୁରୀ ଛକରେ ଦୁର୍ଘଟଣା: ଜଣେ ମୃତ

ଯାଜପୁର: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଡୁବୁରୀ ଛକରେ ଟ୍ରକ୍‌ ଧକ୍କାରେ ଜଣେ ମୃତମୃତକଙ୍କୁ କଂଗ୍ରେସ ନେତା ରଣଜିତ ରାଜ ବୋଲି ଚିହ୍ନଟ କରାଯାଇଛି । ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଣଜିତ। ଦୁର୍ଘଟଣା ପରେ ଉତ୍ତେଜନା ଦେଖା ଦେଇଛି । ରାସ୍ତାରୋକ କରି ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକେ । କେନ୍ଦୁଝର, ଢେଙ୍କାନାଳ, ଚଣ୍ଡିଖୋଲ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛିଖବର ପାଇ ପୋଲିସ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking