30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଟ୍ରାକ୍ଟରକୁ ଧକ୍କା ଦେଲା ବୋଲେରୋ, ୫ ମୃତ

ଟ୍ରାକ୍ଟରକୁ ଧକ୍କା ଦେଲା ବୋଲେରୋ, ୫ ମୃତ

ଝାଡଖଣ୍ଡ: ଝାଡଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ବୋକାରୋ ଜିଲା କସମାର ଥାନା ରାମଗଡ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା ଟ୍ରାକ୍ଟର-ଟ୍ରଲରକୁ ପଛରୁ ଏକ ବୋଲେରା ଧକ୍କା ଦେଇଥିଲା । ବୋଲେରୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking