18.1 C
Bhubaneswar
Thursday, February 12, 2026
Homeଓଡିଶାଦୁର୍ଘଟଣା : ୨ ବାଇକ ଆରୋହୀ ମୃତ

ଦୁର୍ଘଟଣା : ୨ ବାଇକ ଆରୋହୀ ମୃତ

ଜୟପୁର : ଟ୍ରକକୁ ବାଇତ ପଛରୁ ପିଟି ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ଅଛନ୍ତି । ବି.ସିଂହପୁର ଥାନା ମୁଣ୍ଡାଗୁଡା ଗାଁ ନିକଟରେ ଦୁର୍ଘଟଣା ଘଟିଛି ।  ଟ୍ରକଟି ରାସ୍ତା କଡରେ ଥିବା ବେଳେ  ପଛରୁ ବାଇକକୁ ଧକ୍କା ଦେଇଥିଲା । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking