14.1 C
Bhubaneswar
Saturday, December 6, 2025
Homeଓଡିଶାଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ

ଭୁବନେଶ୍ୱର: ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ । ଗୁରୁତର ଅବସ୍ଥାରେ ଏମସ ଭେଣ୍ଟିଲେଟରରେ ଥିଲେ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିଜିତ । କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର । ଅଭିଜିତଙ୍କର  ମସ୍ତିଷ୍କ ଏବେ ବି କାମ କରୁନାହିଁ । ୪ ସେପ୍ଟେମ୍ବରରୁ  ଭୁବନେଶ୍ୱରର ଏମ୍ସରେ ସେ ଭର୍ତି ହୋଇଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ବିଗୁଡିଛି । ଯାହାକୁ ନେଇ ତାଙ୍କୁ ଆଇସିୟୁରେ ଭର୍ତ୍ତି  କରିବା ପାଇଁ ପଡୁଛି । ତାଙ୍କର ଅବସ୍ଥା ଟିକେ ସୁଧାର ଆସିଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରୁ  ବାହାର କରିଥିବା ଖବର ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking