13.1 C
Bhubaneswar
Thursday, January 15, 2026
Homeଓଡିଶାଅନଲାଇନରେ ଅବଢା!

ଅନଲାଇନରେ ଅବଢା!

ପୁରୀ: ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ ଜାରି। ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ହେଲା ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ  ବିଜ୍ଞାପନ ନେଇ ଭାଇରାଲ ହେଉଛି । ମାତ୍ର ୪୯ ଟଙ୍କାରେ ଅବଢା ଉପଲବ୍ଧ ଥିବା ବିଜ୍ଞାପନରେ କୁହାଯାଇଛି ।  ଭକ୍ତଙ୍କୁ ଠକେଇର ଅଭିନବ ଉପାୟ ବୋଲି ମତ ପ୍ରକାଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking