ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟା । ୨୨ ବର୍ଷୟ ରାହୁଲ ଗୋଚ୍ଛାୟତ ଆତ୍ମହତ୍ୟା କରିଛନ୍ତି । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ବରମୁଣ୍ଡା ଅଞ୍ଚଳରେ ଘଟିଛି । ଏନେଇ ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ପରିବାରରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗି ପଡିଛନ୍ତି ।









