21.1 C
Bhubaneswar
Saturday, December 6, 2025
Homeଓଡିଶାମା,ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ

ମା,ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ

ଗଞ୍ଜାମ: ବ୍ରହ୍ମପୁର ନିମଖଣ୍ଡି ଥାନା  ଅଞ୍ଚଳରେ ହତ୍ୟାକାଣ୍ଡ । ମା , ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁବୃତ୍ତ ।  ଆକ୍ରମଣରେ ମାଆ ମୃତ , ଝିଅ ଗୁରୁତର ଅଛନ୍ତି ।  ମୃତକ ହେଉଛନ୍ତି ଗାୟତ୍ରୀ ସ୍ୱାଇଁ । ତାଙ୍କ ଝିଅ ୧୧ ବର୍ଷର ନିଲମ ସ୍ୱାଇଁ ଙ୍କୁ ଏମକେସିଜି ମେଡିକାଲ ରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ଶକ୍ତି ନଗର ସ୍ଥିତ ଶ୍ରୀମା ନଗର ଦ୍ୱିତୀୟ ଲାଇନରେ ମା ଏବଂ  ଝିଅଙ୍କୁ ଖଣ୍ଡାରେ  ଆକ୍ରମଣ  କରିଛନ୍ତି ଦୁବୃତ୍ତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking