28.1 C
Bhubaneswar
Wednesday, March 4, 2026
Homeଓଡିଶାରାସ୍ତାରେ ବୁଲିଲା ଖଣ୍ଡା

ରାସ୍ତାରେ ବୁଲିଲା ଖଣ୍ଡା

ପାରାଦୀପ: ପାରାଦୀପରେ ବୁଲିଲା ଖଣ୍ଡା । ଖଣ୍ଡା ଧରି ନିଶାସକ୍ତ ଯୁବକର ଉନ୍ମକ୍ତ କାଣ୍ଡ। ପାରାଦୀପ ଆଠବାଙ୍କ ମେଡିକାଲ ରାସ୍ତାରେ ଖଣ୍ଡା ଧରି ଲୋକଙ୍କୁ  ଭୟଭୀତ କରାଯାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପାରୀଦୀପ ଅଠରବାଙ୍କ ଛକ ନିକଟରୁ ଶହେ ମିଟର ଦୂରରେ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ତେବେ ମେଡିକାଲ ରାସ୍ତାରେ ବିଦେଶୀ ମଦଦୋକାନ ଥିବାରୁ ବିଭିନ୍ନ ସମୟରେ ନିଶାଶକ୍ତ ଯୁବକଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଯୁବକର ପରିଚୟ ମିଳିପାରିନାହିଁ। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ବୁଝାସୁଝା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking