29.1 C
Bhubaneswar
Wednesday, October 16, 2024
Homeଓଡିଶାପ୍ରେସର ଟାଙ୍କି ଫାଟି ଜଣେ ମୃତ

ପ୍ରେସର ଟାଙ୍କି ଫାଟି ଜଣେ ମୃତ

ଖୋର୍ଦ୍ଧ : ଗାଡିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି । ପ୍ରେସର ଟାଙ୍କି ଫାଟିବାରୁ ଘଟଣାସ୍ଥଳରେ ଗ୍ୟାରେଜ ମାଲିକଙ୍କ ମୃତ୍ୟୁ । ଆଉ ୨ ଜଣ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୧୬ନଂ ଏନ୍‌ଏଚ୍ ସଦର ଥାନା ଦଳେଇପୁଟ ଛକ ନିକଟରେ ଏଭଳି ଅଘଟଣ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking