24.1 C
Bhubaneswar
Monday, February 9, 2026
Homeଓଡିଶାଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ବେଢା ଚିତ୍ର

ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ବେଢା ଚିତ୍ର

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ବେଢ଼ା ଭିଜୁଆଲ ଭାଇରାଲ । ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭାଇରାଲ ହୋଇଛି ଭିଡିଓ । ସମ୍ପୂର୍ଣ୍ଣ ଭିଡିଓଟିରେ ଜଣେ ଯୁବତୀ ନଜର ଆସୁଛନ୍ତି । ଲେଟ୍‌ସ ଗୋ ଭିଜିଟ୍ ଧାମ୍ ବାର୍ତ୍ତା ଦିଆଯାଇ ଏହି ଭିଡିଓରେ ପୁରୀ ରେଳ ଷ୍ଟେସନ୍ ଓ ସମୁଦ୍ରକୁ ସ୍ଥାନ ଦିଆଯାଇଛି । ଏହି ଭାଇରାଲ ଭିଡିଓର ମଝିରେ ଶ୍ରୀମନ୍ଦିର ଭିତର ବେଢ଼ାରେ ନୃସିଂହଙ୍କ ମନ୍ଦିର ଚିତ୍ର ରହିଛି । ନୃସିଂହ ମନ୍ଦିର ସମ୍ମୁଖରୁ ଏହି ଚିତ୍ର ଉତ୍ତୋଳନ କରାଯାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking