15.1 C
Bhubaneswar
Monday, January 19, 2026
Homeଓଡିଶାଶିମିଳିପାଳରେ ପହଞ୍ଚିଲା ଗୋଟିଏ ନୂଆ ମହାବଳ ବାଘ

ଶିମିଳିପାଳରେ ପହଞ୍ଚିଲା ଗୋଟିଏ ନୂଆ ମହାବଳ ବାଘ

ବ୍ୟୁରୋ : ଶିମିଳିପାଳରେ ପହଞ୍ଚିଲା ଗୋଟିଏ ନୂଆ ମହାବଳ ବାଘ ।  ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟାରୁ ମହାବଳ ବାଘକୁ ଅଣାଗଲା । ଓଡିଶାରୁ ତଦନ୍ତର ଟିମ ଦ୍ୱାରା  ଅଣାଗଲା । ଶିମିଳିପାଲ କୋର ଏରିଆରେ ଛଡାଯିବ । ପିସିଏଫଙ୍କ ସୂଚନା ଅନୁସାରେ ବାଘକୁ ଅଣାଯିବା ପୂର୍ବରୁ ବାଘକୁ ସିସିଟିଭି ଦେଖି ଚିହ୍ନଟ କରୁଛନ୍ତି ଏହାରି ପରେ  ତାଙ୍କୁ ଟ୍ରାଙ୍କୁଲାଇଜ କରାଯାଉଛି । ବର୍ତ୍ତମାନ ଗୋଟିଏ ବାଘ ଅଣାଯାଇଛି ପରେ ଆଉ ଗୋଟିଏ ବାଘ ଅଣାଯିବାର ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking