Homeଅପରାଧଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ ଅପରାଧଓଡିଶାଭଦ୍ରକ ଛୋଟ ପିଲାଙ୍କୁ ମାଡ ମାରି ସରପଞ୍ଚ ଗିରଫ By Ona Khabara 10/11/2024 Share FacebookTwitterPinterestWhatsAppLinkedinReddItTelegram ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମହଙ୍ଗା ପଡିଲା ସରପଞ୍ଚଙ୍କ ଦବଙ୍ଗଗିରି । ଛୋଟ ପିଲାଙ୍କୁ ମାଡ ମାରିବା ଘଟଣାରେ ଗିରଫ । ଗୁଜିଦରଡ଼ା ପଞ୍ଚାଯତରେ ସରପଞ୍ଚ ଫରିଆଦ ଆଲାମ ଗିରଫ ହୋଇଥିବା ନେଇ ସୂଚନା । ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗ୍ରାମାଞ୍ଚଳ ପୋଲିସ । Share FacebookTwitterPinterestWhatsAppLinkedinReddItTelegram Previous articleଇଆରଏସଏସ ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତିNext articleଇସ୍କନ ରଥଯାତ୍ରା: ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଟଙ୍କା ନେଇ କ୍ରସ ଭୋଟିଂ କରିଛନ୍ତି: ବିଜେଡି ଓଡିଶା ମୁଁ ବିଜେଡି ସହ ଅଛି: ନବ ମଲ୍ଲିକ ଓଡିଶା ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ ଓଡିଶା ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ