21.1 C
Bhubaneswar
Saturday, February 7, 2026
Homeଓଡିଶାବଡଦାଣ୍ଡରେ ନାବାଳିକାକୁ ଅସଦାଚରଣ!

ବଡଦାଣ୍ଡରେ ନାବାଳିକାକୁ ଅସଦାଚରଣ!

ପୁରୀ: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ପୁରୀକୁ ଆସିଥିବା ଏକ ବଙ୍ଗୀୟ ପରିବାର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରି ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଏବଂ କାଯ୍ୟରତ ହୋମଗାର୍ଡ ଅଭିଯୁକ୍ତକୁ କାବୁ କରିଛନ୍ତି । ପରେ ଅଭିଯୁକ୍ତକୁ ସିଂହଦ୍ୱାର ଥାନାକୁ ନିଆଯାଉଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୁରୀ ସିଂହଦ୍ୱାରରେ ଅଭିଯୁକ୍ତକୁ ଅଟକ ରଖାଯାଇଛି । ଅଭିଯୁକ୍ତକୁ ସିଂହଦ୍ୱାର ପୁଲିସ ପଚରାଉଚରା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking