30.1 C
Bhubaneswar
Saturday, February 14, 2026
Homeଓଡିଶାଜଳ ପ୍ରପାତରେ ବୁଡ଼ି ନିଖୋଜ ହେଲେ ନାବାଳକ

ଜଳ ପ୍ରପାତରେ ବୁଡ଼ି ନିଖୋଜ ହେଲେ ନାବାଳକ

ଝାରସୁଗୁଡ଼ା : ଜଳ ପ୍ରପାତରେ ବୁଡ଼ି ନାବାଳକ ନିଖୋଜ। ଝାରସୁଗୁଡ଼ା ଲାଲପଥର ଜଳ ପ୍ରପାତରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ନାବାଳକ ଜଣଙ୍କ ଘର ଝାରସୁଗୁଡା ବେଲପାହାଡ଼ ଅନ୍ତର୍ଗତ ରେହେମତ ନଗରର। ଆଜି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ଭାସି ଯାଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking