18.1 C
Bhubaneswar
Thursday, February 12, 2026
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ପାଟମୁଣ୍ଡା ଗାଁର ହରଚଣ୍ଡା ସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏକ ଦନ୍ତା ହାତୀ ଗାଁରେ ପଶିଯାଇଥିଲା। ହାତୀ ଭୟରେ ଏହି ବ୍ୟକ୍ତି ଜଣକ ଘରୁ ବାହାରି ଦୌଡ଼ି ପଳାଉଥିଲେ। ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଦନ୍ତା ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୫ ଦିନ ତଳେ ବନ ବିଭାଗ ପକ୍ଷରୁ ଏହି ଦନ୍ତା ହାତୀ ଦେହରେ ରେଡିଓ କଲାର ଲଗାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking