28.3 C
Bhubaneswar
Friday, May 16, 2025
Homeଓଡିଶାସ୍ୱାଭାବିକ ଭାବେ ଚାଲିପାରୁନି ଗୃହ

ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ

ଭୁବନେଶ୍ୱର: ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଆଉ ୩୦ ମିନିଟ ଯାଏଁ ଗୃହ ମୁଲତବି କରିଲେ ବାଚସ୍ପତି ସୁରମା ପାଢୀ । ସର୍ୱଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢୀ । ଗୃହ ସୁପରିଚାଳନା ପାଇଁ ବୈଠକ ଡାକିଲେ । ଅନ୍ୟପଟେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖାଦେଇଥିଲା । ଘଣ୍ଟ ବଜାଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ୧୧ ଟା୩୦ ଯାଏଁ ଗୃହ ମୁଲତବି କରିଥିଲେ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ କଳା ଡ୍ରେସ , କଳା ପଟି, ହାତରେ ଘଣ୍ଟ , ପେଙ୍କାଳୀ , ହୁଇସିଲ ଧରି ନାରାବାଜି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking