36.1 C
Bhubaneswar
Thursday, March 5, 2026
Homeଓଡିଶାନିଆଁରେ ଜଳିଗଲେ ଦମ୍ପତ୍ତି

ନିଆଁରେ ଜଳିଗଲେ ଦମ୍ପତ୍ତି

ସୁନ୍ଦରଗଡ : କିଛି ଅସାବଧାନତା ପାଇଁ  ହଠାତ ଦମ୍ପତ୍ତିଙ୍କର ଶରୀରରେ ନିଆଁ ଲାଗିଗଲା । ଏଭଳି ଅଘଟଣ  ସୁନ୍ଦରଗଡ ଜିଲ୍ଲା  ବଣାଇର ଖଣ୍ଡପାଟ ଗାଁରେ  ଘଟିଛି । ଆଜି ସକାଳେ ଖଣ୍ଡପାଟ ଗାଁରେ ଉଭୟ ପତିପତ୍ନୀ ନିଆଁ ପୁଉଁଥିଲେ। ଏହି ସମୟରେ ହଠାତ୍ ସ୍ୱାମୀଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ସେ ଜଳିବାକୁ ଲାଗିଥିଲେ।ଏହାଦେଖି ପତ୍ନୀ ଚିତ୍କାର କରିବାକୁ ଗାଁ ଲୋକେ ପହଞ୍ଚି ବ୍ୟକ୍ତିଙ୍କ ଶରୀରରୁ ନିଆଁକୁ ଲିଭାଇଲେ। ଏହାପରେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking