31.1 C
Bhubaneswar
Sunday, July 13, 2025
Homeଓଡିଶାବଡଦାଣ୍ଡରେ ଚଳଚଞ୍ଚଳ ରଥଖଳା  

ବଡଦାଣ୍ଡରେ ଚଳଚଞ୍ଚଳ ରଥଖଳା  

ପୁରୀ: ଚଳଚଞ୍ଚଳ ରଥଖଳା ।  ତିନି ରଥର  ଚକ ଥାକ ସହ ଦିଗ  ନିଣ୍ଣୟ  ପରେ  ତିନି ରଥ ଅଖ ଉପରକୁ ଉଠିଛି ।  ରଥ ଯାତ୍ରା ପୂର୍ୱ ଦିନ   ତିନି ରଥ ଗୁଡିକ  ବିନା ବାଧାରେ ଯେପରି   ନିଜ ନିଜ ସ୍ଥାନରେ   ସିଂହଦ୍ୱାର ଠାରେ  ପହଞ୍ଚି ପାରିବ  ସେ  ଦୃଷ୍ଟିରୁ ଦିଗ  ନିଣ୍ଣୟ କରାଯାଇଛି ।  ରଥ ନିର୍ମାଣ ସମୟରେ ଚକ ଗୁଡିକ ନିଜ ସ୍ଥାନରୁ ନଗଡିବା ପାଇଁ  ପ୍ରତ୍ୟେକ ଚକର ଚକର ଉଭୟ ପାଖରେ  ଆମ୍ବ ଗଡ ବାନ୍ଧ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking