25.1 C
Bhubaneswar
Friday, March 20, 2026
Homeଅପରାଧଚିନ୍ତାର କାରଣ ସାଜିଛି ଡିଜିଟାଲ ପେମେଣ୍ଟ ଠକେଇ

ଚିନ୍ତାର କାରଣ ସାଜିଛି ଡିଜିଟାଲ ପେମେଣ୍ଟ ଠକେଇ

ଭୁବନେଶ୍ୱର : କିଛି ଦିନ ଧରି ନିୟମିତ ଭାବରେ ବିଭିନ୍ନ ଗଣମାଧ୍ୟମରେ ଅନ୍‌ଲାଇନ୍ ବା ଡିଜିଟାଲ ପେମେଣ୍ଟ ଦ୍ଵାରା ଅନେକ ଲୋକ ଠକାମିର ଶିକାର ହେଉଥିବାର ସୂଚନା ରହିଛି । ନିକଟରେ ସମଗ୍ର ବିଶ୍ୱରେ ଡିଜିଟାଲ ପେମେଣ୍ଟ ଫ୍ରଡ଼ ବା ଠକେଇ ମାମଲାରେ ବୃଦ୍ଧି ଘଟିଛି। ଭାରତରେ ଡିଜିଟାଲ ପେମେଣ୍ଟ ଠକେଇ ସଂଖ୍ୟା ୨୦୨୨ ଆର୍ଥିକ ବର୍ଷରେ ୩,୫୯୬ ଥିବା ବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୬,୬୫୯ରେ ପହଞ୍ଚିଛି। ଠକେଇର ସମୁଦାୟ ପରିମାଣ ମଧ୍ୟ ୧୫୫ କୋଟି ଟଙ୍କାରୁ ୨୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଡିଜିଟାଲ ପେମେଣ୍ଟ ଠକେଇରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବସାୟୀ ଏବଂ ଉପଭୋକ୍ତାମାନେ ଅଧିକ ସତର୍କ ରହିବା ଆବଶ୍ୟକ। ତେବେ ଏହି ଡିଜିଟାଲ ପେମେଣ୍ଟ କ୍ଷେତ୍ରର ବଢୁଥିବା ଠକେଇର ଉଦ୍‌ବେଗଜନକ ଧାରା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ମଧ୍ୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking