19.1 C
Bhubaneswar
Friday, December 19, 2025
Homeଓଡିଶାବୋମା ଖାଇ ବଳଦ ଗୁରୁତର

ବୋମା ଖାଇ ବଳଦ ଗୁରୁତର

ତେଲକୋଇ : ବୋମା ଫୁଟି ବଳଦ ଗୁରୁତର ହୋଇପଡିଛି । ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା । ଅଫୁଟା ବୋମା ଖାଇବାକୁ ଚେଷ୍ଟା କରିଥିଲା ବଳଦ । ବଳଦ ପାଟିରେ ବୋମା ବିସ୍ଫୋରଣ ହୋଇଥିଲା । ଖୁଣ୍ଟିପଡା କେନ୍ଦୁଆଦରି ମୁଣ୍ଡାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking