15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶମାଆଙ୍କ ମୃତ୍ୟୁ ସହିନପାରି ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର...

ମାଆଙ୍କ ମୃତ୍ୟୁ ସହିନପାରି ଏମିତି ପଦକ୍ଷେପ ନେଲେ ମେଧାବୀ ଛାତ୍ର…

ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ମହାରାଷ୍ଟ୍ରର ସୋଲାପୁରରେ ଜଣେ ୧୬ ବର୍ଷୀୟ ମେଧାବୀ ଛାତ୍ର ମା’ଙ୍କ ମୃତ୍ୟୁ ସହିନପାରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଶିବଶରନ। ଉଟାଲି ତାଲକୋଟି। ସୂଚନା ଅନୁସାରେ, ଶିବଶରନ।ଙ୍କ ମାଆ ୩ ମାସ ପୂର୍ବେ ଜଣ୍ଡିସ୍‌ରେ ପ୍ରାଣ ହରାଇଥିଲେ। ଶିବଶରନ ଶୁକ୍ରବାର ତାଙ୍କ ମାମୁଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ସୁଇସାଇଡ ପୂର୍ବଦିନ ମା’ ତାଙ୍କୁ ସ୍ବପ୍ନରେ ଦେଖାଦେବା ସହ ପାଖକୁ ଆସିବା ପାଇଁ କହିଥିଲେ। ସେଥିପାଇଁ ସେ ମରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିବଶରନ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖଥିଲେ ଶିବଶରନ। ସେ ଡାକ୍ତର ହେବାକୁ ଚାହୁଁଥିଲେ ଓ ଏନ୍‌ଇଇଟି ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିଲେ। ହେଲେ ସ୍ୱପ୍ନରେ ମାଆଙ୍କ ଡାକ ଶିବଶରନଙ୍କ ଡାକ୍ତର ହେବା ସ୍ୱପ୍ନରେ ପୂର୍ଣ୍ଣଛେଦ ଲଗାଇଦେଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking