ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଘରେ ପଶି ୬ ବର୍ଷର ଶିଶୁ କନ୍ୟାକୁ ଦଳି ଦେଲା ଦନ୍ତା । ମୋଟଙ୍ଗା ଥାନା ହାଣ୍ଡିଫୁଟା ଗାଁରେ ହାତୀ ଉପଦ୍ରବ । ହେଲେ ଅଳ୍ପକେ ପରିବାରର ଅନ୍ୟ ୨ ସଦସ୍ୟ । ଏହି ପ୍ରତିବାଦରେ ହିନ୍ଦୋଳ ଗୁଡିଆଟେଣୀ ରାସ୍ତା ଅବରୋଧ କରିଛନ୍ତି । ଏବେ ଗାଁରେ ହାତୀ ଭୟରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।









