26.1 C
Bhubaneswar
Friday, March 20, 2026
Homeଓଡିଶାଯାଜପୁରରରେ ଜଳିଗଲା ୧୨ ବଖରା ଘର

ଯାଜପୁରରରେ ଜଳିଗଲା ୧୨ ବଖରା ଘର

ଯାଜପୁର: ଯାଜପୁରର ତ୍ରିଲୋଚନପୁର ଗାଁରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୧୨ ବଖରା ଘର ଏବଂ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି।ରାତିରେ କୌଣସି ଅଜଣା କାରଣରୁ ପ୍ରମାନନ୍ଦ ପଣ୍ଡାଙ୍କ ଘରେ ନିଆଁ ଲାଗିଗଲା ଏବଂ କିଛି ସମୟ ମଧ୍ୟରେ ଅନ୍ୟ ଘରକୁ ବ୍ୟାପିଗଲା।ଅଗ୍ନିକାଣ୍ଡରେ ଚାରିଟି ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ସେବା ବିଭାଗ କର୍ମଚାରୀମାନଙ୍କ ସହିତ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ପଠାଯାଇଛି। କାରଣ ଅସ୍ପଷ୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking