26.1 C
Bhubaneswar
Wednesday, April 9, 2025
Homeଓଡିଶାଜଳୁଛି ୧୦ ଏକର ଘାସ ପଡିଆ

ଜଳୁଛି ୧୦ ଏକର ଘାସ ପଡିଆ

ପାରାଦୀପ: ଏକ କଂପାନୀ ଅଧିଗୃହୀତ ଜମିରେ ଲାଗିଛି ନିଆଁ । ୧୦ ଏକର  ଘାସ ପଡିଆରେ  ଲାଗିଛି ନିଆଁ । ଆକ୍ତାମାକ୍ତା ନିକଟ ୨ଟି ଗାଁରେ ନିଆଁ ଲାଗିଛି ।  ପ୍ରବଳ  ଧୂଆଁ ଯୋଗୁଁ  ନିକଟ ଚୂନ ଓ କତକୁଲା ଗ୍ରାମବାସୀ  ଆକ୍ତାମାକ୍ତା  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ  , ଲିଭାଇବାକୁ  ୨ଟି  ୨ଟି ଦମକଳ ବାହିନୀ  ପହଞ୍ଚି  ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking