33.1 C
Bhubaneswar
Monday, March 30, 2026
Homeଓଡିଶାସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୈଠକ

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୈଠକ

ଭୁବନେଶ୍ୱର: ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ବୈଠକ। ଦିଲ୍ଲୀ ଗସ୍ତରୁ ଫେରିବା ପରେ ଭିସି ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସବୁଠି ଗ୍ୟାସ ଓ ତୈଳ ସଙ୍କଟ ସୃଷ୍ଟି ହୋଇଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଲୋକ ମାନେ ଗ୍ୟାସ୍ ଏଜେନ୍ସି, ପେଟ୍ରୋଲ ପମ୍ପ ଆଗରେ ଭିଡ଼ ଜମାଉଛନ୍ତି। ଏସବୁ ଉପରେ ମୁଖ୍ୟମନ୍ତ୍ରୀ ବୈଠକରେ ବିଚାର ବିର୍ମଶ କରିପାରନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking