27.1 C
Bhubaneswar
Tuesday, March 24, 2026
Homeଓଡିଶାଆମବସ୍ ଦୁର୍ଘଟଣା: ୨ ବର୍ଷରେ ୩୨ ଦୁର୍ଘଟଣା, ଯାଇଛି ୧୪ ଜଣଙ୍କ ଜୀବନ

ଆମବସ୍ ଦୁର୍ଘଟଣା: ୨ ବର୍ଷରେ ୩୨ ଦୁର୍ଘଟଣା, ଯାଇଛି ୧୪ ଜଣଙ୍କ ଜୀବନ

ଭୁବନେଶ୍ୱର: ଆମବସକୁ ନେଇ ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ଗତ ୨ ବର୍ଷରେ ୩୨ଟି ଦୁର୍ଘଟଣା ଘଟାଇଛି ଆମବସ୍। ଏହି ୩୨ଟି ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ  ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଆମବସ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ବେପରୁଆ ଗାଡିଚାଳନା ପାଇଁ ଅନେକ ସ୍ଥାନରେ ଏଭଳି ଦୁର୍ଘଟଣା ହେଉଛି। ଯାହାକୁ  ନେଇ ସାଧାରଣ ଲୋକ ଆମ ବସ୍‌କୁ ଭଙ୍ଗାରୁଜା କରୁଥିବାର ନଜିର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking