27.1 C
Bhubaneswar
Tuesday, March 24, 2026
Homeଓଡିଶା୨୦୨୫ରେ ୧୫୯ ଶିଶୁ ଶ୍ରମିକ ଉଦ୍ଧାର

୨୦୨୫ରେ ୧୫୯ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ୨୦୨୫ ବର୍ଷରେ ୧୫୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏନେଇ ବିଧାନସଭାରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ରାଜ୍ୟରେ ୫୧ ଲକ୍ଷ ୮୯ ହଜାର ଜଣ ନିର୍ମାଣ ଶ୍ରମିକ ପଞ୍ଜୀକୃତ ଅଛନ୍ତି । ୪ ଲକ୍ଷ ୪୦ ହଜାର ୯୫୨ ଜଣ ଅଣସଂଗଠିତ ଶ୍ରମିକ ପଞ୍ଜୀକୃତ ଅଛନ୍ତି । ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ନେଇ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିଛି । ମୁଲତବୀ ପରେ ଗୃହ ଚାଲିବ ନା ସମାନ ସ୍ଥିତି ଦେଖାଦେବ ତାହା ଉପରେ ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking