27.1 C
Bhubaneswar
Monday, March 23, 2026
Homeଓଡିଶାବିଜୁଙ୍କ ବିରୋଧରେ ବି ଷଡଯନ୍ତ୍ର କରିଥିଲେ: ପ୍ରମିଳା

ବିଜୁଙ୍କ ବିରୋଧରେ ବି ଷଡଯନ୍ତ୍ର କରିଥିଲେ: ପ୍ରମିଳା

ଭୁବନେଶ୍ୱର: ବିଜୁ ଲିଗାସି କହୁଥିବା ନେତାଙ୍କୁ ପ୍ରମିଳା ମଲ୍ଲିକଙ୍କ କଡା ସମାଲୋଚନା । ବିଜୁବାବୁଙ୍କ ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତାବ ଆସୁଥିଲା ବେଳେ ଷଡଯନ୍ତ୍ର କରିଥିଲେ । ଷଡଯନ୍ତ୍ର କରି ପ୍ରଧାନମନ୍ତ୍ରୀ ହେବାରୁ ବିଜୁ ବାବୁଙ୍କୁ ବଞ୍ଚି କରିଥିଲେ । ୧୯୯୦ ମସିହାରେ ମୋ ବିରୋଧରେ ମଧ୍ୟ ଚକ୍ରାନ୍ତ କରିଥିଲେ । ଯେଉଁମାନେ କ୍ରସ ଭୋଟିଂ କରିଛନ୍ତି ଇସ୍ତଫା ଦେଇ ନିର୍ବାଚନ ଜିତିକି ଦେଖାନ୍ତୁ । ଯେ ପର୍ଯ୍ୟନ୍ତ ଭୁଲ ମାନିନାହାନ୍ତି ଆମେ ତାଙ୍କ ବିରୋଧରେ ଲଢିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking