27.1 C
Bhubaneswar
Monday, March 23, 2026
Homeଓଡିଶାରାସ୍ତା କାମରେ ବଟି ମାଗିବା ଅଭିଯୋଗ

ରାସ୍ତା କାମରେ ବଟି ମାଗିବା ଅଭିଯୋଗ

ପିପିଲି: ପିପିଲି ସରସ୍ୱତୀପୁର ପଞ୍ଚାୟତ ରେ ରାସ୍ତା କାମ ଚାଲୁଥିବା ବେଳେ ବଟି ମାଗିବା ଅଭିଯୋଗ।ବଟି ନ ଦେବାରୁ କାମ ଖରାପ ହେଉଛି ବୋଲି ମିଛ ଅଭିଯୋଗ କଲେ କିଛି ବ୍ୟକ୍ତି ବିଶେଷ,ସେପଟେ ଦାଦା ବଟିକୁ ବିରୋଧ କଲେ ଗ୍ରାମବାସୀ।ବଟି ନୁହେଁ ଆମର କ୍ୱାଲିଟି ଦରକାର ବୋଲି ଠିକାଦାର ଙ୍କୁ ସିଧା ଶୁଣାଇଲେ ସ୍ଥାନୀୟ ଲୋକ।ସୂଚନା ଅନୁସାରେ ଗ୍ରାମ୍ୟ ଉନୟନ ପକ୍ଷରୁ ଭୀମ ଟାଙ୍ଗୀ ଠାରୁ କୋଠ ସାହି ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ୨ ଶହ ମିଟର ରାସ୍ତା ନିର୍ମାଣ କାମ ତ୍ଵରାନିତ ହେଉଛି ।କ୍ରଙ୍କିଟ କାମ ର ଥିକ୍ନେସ୍ ନଥିବା ଅଭିଯୋଗ ପରେ ଘଟଣା ସ୍ଥଳରେ କ୍ୱାଲିଟୀ କଣ୍ଟ୍ରୋଲ ଟିମ୍ ଫହଞ୍ଚି କାମ ର ଯାଞ୍ଚ କରାଯାଇ ଥିଲା।ଯାଞ୍ଚ ପ୍ରକ୍ରିୟା ପରେ କାମ ରେ ସ୍ବଛତା ଅବଲମ୍ବନ କରାଯାଇ ଥିବା ଘଟଣା ନଜର କୁ ଆସିଛି ।କିନ୍ତୁ କିଛି ବ୍ୟକ୍ତି ବିଶେଷ ଏହି କାମ ରେ ସ୍ବଛତା ଅବଲମ୍ବନ କରାଯାଇ ନଥିବା ମିଥ୍ୟା ଅଭିଯୋଗ ଆଣିଲିଥିଲେ,କାର୍ଯ୍ୟ ର ମାନ ଯାଞ୍ଚ ପ୍ରକ୍ରିୟା ପରେ କୌଣସି ବ୍ୟକ୍ତି ବିଶେଷ ଙ୍କୁ ବଟି ନ ଦେଇ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ।ସେପଟେ କାର୍ଯ୍ୟର ମାନ ଯାଞ୍ଚ ପରେ ମୁହଁ ନଖୋଲି ପଳାଇଥିଲେ ଅଭିଯୋଗ କାରି ବ୍ୟକ୍ତି ବିଶେଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking