27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶହର୍ମୁଜ ଚ୍ୟାଲେଞ୍ଜିଂ ସୃଷ୍ଟି କରିଛି: ମୋଦି

ହର୍ମୁଜ ଚ୍ୟାଲେଞ୍ଜିଂ ସୃଷ୍ଟି କରିଛି: ମୋଦି

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବହୁତ ଚ୍ୟାଲେଞ୍ଜିଂ ହୋଇଛି । ଏନେଇ ଲୋକସଭାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ପେଟ୍ରୋଲ, ଡିଜେଲ, ଗ୍ୟାସ ଯୋଗାଣ ପ୍ରଭାବିତ ନହେବାକୁ ଗୁରୁତ୍ୱ ଦିଆଯାଇଛି ।୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି । ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି । ଏଥିପାଇଁ ଘରୋଇ ଏସପିଜିକୁ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ପେଟ୍ରୋଲ , ଡିଜେଲ ଯୋଗାଣ ସ୍ୱାଭାବିକ ରହିଛି । ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି । ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି । ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି । ଭାରତ ଉପରେ କମ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking