35.1 C
Bhubaneswar
Monday, March 23, 2026
Homeଓଡିଶାପୁରୀ ମାଟିତଳେ ଐତିହ୍ୟ କିର୍ତ୍ତିରାଜି

ପୁରୀ ମାଟିତଳେ ଐତିହ୍ୟ କିର୍ତ୍ତିରାଜି

ଭୁବନେଶ୍ଵର: ପୁରୀ ମାଟିତଳେ ପ୍ରାଚୀନ ଐତିହ୍ୟ ନଗରୀ। ଶ୍ରୀମନ୍ଦିରରୁ ସମୁଦ୍ର ଯାଏଁ ଅଛି ସୁଡ଼ଙ୍ଗ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ମାଟି ତଳୁ ଗଙ୍ଗବଂଶ ସମୟର ସିଂହମୂର୍ତ୍ତି ସହ ପ୍ରାଚୀନ କୀର୍ତ୍ତିରାଜି ଠାବ। ଜିପିଆରଏସ୍ ରିପୋର୍ଟରେ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ। କେବଳ ଶ୍ରୀମନ୍ଦିର କଡ଼ କି ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ ସହର ସାରା ଐତିହ୍ୟ କିର୍ତ୍ତିରାଜିରେ ଭର୍ତ୍ତି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି ବେଳେ ବିନା ଜିପିଆର୍ ସର୍ଭେରେ ଖୋଳାଖୋଳି ଚାଲିଥିଲା। ଏହି ସମୟରେ ଗଙ୍ଗବଂଶ ସମୟରେ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ଏମାର ମଠ, ସହ ନୃସିଂହ ମନ୍ଦିର, ବୁଢୀ ମା ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ମୋଟ ୪୩ଟି ଐତିହ୍ୟ ଠାବ ହୋଇଥିଲା। ନିର୍ମାଣ ବେଳେ ମାଟି ତଳେ ୨୧.୬ ବର୍ଗମିଟର ପରିମିତ ଅଞ୍ଚଳର କୋଠା ଠାବ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking