33.1 C
Bhubaneswar
Wednesday, March 18, 2026
Homeଓଡିଶାକ୍ରସ ଭୋଟିଂକୁ ନେଇ ଆକ୍ସନ ହେଉ: ଅଶ୍ୱିନୀ

କ୍ରସ ଭୋଟିଂକୁ ନେଇ ଆକ୍ସନ ହେଉ: ଅଶ୍ୱିନୀ

ଭୁବନେଶ୍ୱର: କ୍ରସ ଭୋଟିଂ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି , ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି । ସୂଚନା ଥାଉକି, ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ଓ କଂଗ୍ରେସ ୩ ବିଧାୟକ କ୍ରସ ଭୋଟିଂ କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking