24.1 C
Bhubaneswar
Tuesday, March 17, 2026
Homeଓଡିଶାମୁଁ ବିଜେଡି ସହ ଅଛି: ନବ ମଲ୍ଲିକ

ମୁଁ ବିଜେଡି ସହ ଅଛି: ନବ ମଲ୍ଲିକ

ଭୁବନେଶ୍ୱର: ଚାଲିଛି ମଦଦାନ ପ୍ରକ୍ରିୟା । ୪ଟାରେ ସରିବ ଭୋଟି । ୫ଟାରେ ଗଣତି ଆରମ୍ଭ ହେବ । ଏପଟେ ଦଳର ନିଷ୍ପତ୍ତି ମାନିବି କହିଲେ ବିଜେଡି ବିଧାୟକ ନବ ମଲ୍ଲିକ । ବିଧାନସଭାରେ ଭୋଟ ଦେବାକୁ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି । ହ୍ୱିପ ପ୍ରସଙ୍ଗରେ କହିଲେ ବ୍ୟକ୍ତିଗତ କାମ ପାଇଁ ଅନୁପସ୍ଥିତ ଥିଲି । ମୁଁ ବିଜେଡି ସହ ଅଛି, ୧୦୦ପ୍ରତିଶତ ରହିବି । ସୂଚନାଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପଶିକ୍ଷଣ ପାଇଁ ସବୁ ବିଧାୟକଙ୍କୁ ଡାକିଥିଲେ । କିନ୍ତୁ ସେ ବୈଠକରେ ଅନୁପସ୍ଥିତ ଥିଲେ । ଦଳ ମୁଖ୍ୟ ସଚେତକ ମଧ୍ୟ ହୁଇପ ଜାରି କରିଥିଲେ । କିନ୍ତୁ ଆସିନଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking