28.1 C
Bhubaneswar
Tuesday, March 17, 2026
Homeଓଡିଶାଉପାସନାଙ୍କ ଭୋଟରେ ଥିଲା ତ୍ରୁଟି: ନବୀନ

ଉପାସନାଙ୍କ ଭୋଟରେ ଥିଲା ତ୍ରୁଟି: ନବୀନ

ଭୁବନେଶ୍ୱର: ବିଧାୟିକା ଉପାସନାଙ୍କ ଭୋଟକୁ ନେଇ ନବୀନଙ୍କ ଅଭିଯୋଗ । ବିଧାୟିକା ଉପାସନା ଭୋଟଦାନରେ ତ୍ରୁଟି କରିଛନ୍ତି । ଯେଉଁ ଅଧିକାରୀ ସେଠାରେ ଥିଲେ ନିୟମ ଉଲ୍ଲଙ୍ଘନ କରିଛନ୍ତି । ବେଆଇନ ଭାବେ ତାଙ୍କୁ ଦ୍ୱିତୀୟ ବାଲଟ ଦେଇଛନ୍ତି । ବେଆଇନ ଭାବେ ତାଙ୍କ ଭୋଟକୁ ଗ୍ରହଣ କରିଛନ୍ତି । ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ । ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଛି କହିଛନ୍ତି ନବୀନ । ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ କିଛି ସମୟ ପୂର୍ବରୁ ବିବାଦ ଦେଖାଧେଇଥିଲା । ବାଲଟ ପେପରରେ ଓଭର ରାଇଟିଂ ପାଇଁ ଦ୍ୱିତୀୟ ବାଲଟ ମାଗିଲେ । ଏନେଇ ବିରୋଧ କରିଥିଲେବିଜେଡି , କଂଗ୍ରେସ ଏଜେଣ୍ଟ । ମତଦାନ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଭୋଟ ଦେଇ ଫେରିଥିଲେ ଉପାସନା । ତେବେ ଚତୁର୍ଥ ସିଟ କାହାର ହେବ କିଏ ବାଜିମାତ ମାରିବ ତାକୁ ଦେଖିବାକୁ ଅପେକ୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking