32.1 C
Bhubaneswar
Friday, March 13, 2026
Homeଓଡିଶା୨ ବର୍ଷରେ ୧୯ ହଜାର ୩୯୫ ଜଣଙ୍କୁ ନିଶାମୁକ୍ତ କଲେଣି ରାଜ୍ୟ ସରକାର

୨ ବର୍ଷରେ ୧୯ ହଜାର ୩୯୫ ଜଣଙ୍କୁ ନିଶାମୁକ୍ତ କଲେଣି ରାଜ୍ୟ ସରକାର

ଭୁବନେଶ୍ୱର: ୨ ବର୍ଷରେ ୧୯ ହଜାର ୩୯୫ ଜଣଙ୍କୁ ନିଶାମୁକ୍ତ କଲେଣି ରାଜ୍ୟ ସରକାର । ନିଶା ନିବାରଣ କେନ୍ଦ୍ର ଦ୍ୱାରା ୧୯ ହଜାର ୩୯୫ ଜଣ ଜଣ ହେଲେଣି ନିଶାମୁକ୍ତ । ବିଧାନସଭାରେମ୍ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୯୩ ବ୍ୟକ୍ତିଙ୍କୁ ନିଶାମୁକ୍ତ କରାଯାଇଛି । ରାଜ୍ୟରେ ମୋଟ ୫୫ଟି ନିଶା ନିବାରଣ କେନ୍ଦ୍ର ରହୀିଛି ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking