26.1 C
Bhubaneswar
Tuesday, March 10, 2026
Homeଓଡିଶାଦିଲ୍ଲୀପଙ୍କ ସହ ସମ୍ପର୍କ ଭଲ,ଦଳ ଭିନ୍ନ: ତାରା

ଦିଲ୍ଲୀପଙ୍କ ସହ ସମ୍ପର୍କ ଭଲ,ଦଳ ଭିନ୍ନ: ତାରା

ଭୁବନେଶ୍ୱର: ମୋର ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ କହିଲେ ତାରା ବାହିନୀପତି । କିନ୍ତୁ ରାଜ୍ୟସଭା ନିର୍ବାଚନ କ୍ଷେତ୍ରରେ ସମ୍ପର୍କ ଭିନ୍ନ ଏବଂ ଦଳ ଭିନ୍ନ । ଏଠାରେ ଦଳ ଆଗ, ଆମର ୧୪ ବିଧାୟକ ଏକ ଅଛନ୍ତି । ବିଜେପିରେ ଘଳିଆ ଅଛି କିନ୍ତୁ କଂଗ୍ରେସରେ ନାହିଁ, ତାଙ୍କ ବିଧାୟକଙ୍କୁ ସମ୍ଭାଳନ୍ତୁ କହିଛନ୍ତି ତାରା ବାହିନୀ ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking